ପୁଣି ବସ୍ ଭଡ଼ା ବୃଦ୍ଧି ଦାବିକଲା ସଂଘ#
ବର୍ଦ୍ଧିତ ତୈଳ ଦରକୁ ନେଇ ଘରୋଇ ବସ୍ ମାଲିକ ସଂଘର କଡ଼ା ଆଭିମୁଖ୍ୟ*
ଭଡ଼ା ନ ବଢ଼ିଲେ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଲେ ସଂଘ ସମ୍ପାଦକ,
‘ଆସନ୍ତା ଶନିବାର ବସ୍ ମାଲିକ ସଂଘର ବୈଠକ ପରେ ନିଷ୍ପତ୍ତି’
‘ବସ୍ ଭଡ଼ା ବୃଦ୍ଧି ପାଇଁ ସରକାର ସ୍ପଷ୍ଟ ନୀତି ଆପଣାନ୍ତୁ କହିଲା ସଂଘ’
‘ତୈଳ ଦର ବଢୁଛି, ହେଲେ ଭଡ଼ା ବଢ଼ୁନାହିଁ କହିଲେ ସଂଘ ସମ୍ପାଦକ’*


Post a Comment