BREAKING
Loading...
:

୪୦ ପ୍ରତିଶତ ଓକିଲ ନକଲି # ବାର୍ କାଉନସିଲ୍ ଅଧ୍ୟକ୍ଷ

 



୪୦ ପ୍ରତିଶତ ଓକିଲ ନକଲି # ବାର୍ କାଉନସିଲ୍ ଅଧ୍ୟକ୍ଷ 

ବାର୍ କାଉନସିଲ୍ ଅଧ୍ୟକ୍ଷ ମନନ ମିଶ୍ରଙ୍କ ବଡ଼ ବୟାନ*

ଦେଶର ବିଭିନ୍ନ କୋର୍ଟରେ ପ୍ରାକ୍ଟିସ୍ କରୁଥିବା ୩୫ରୁ ୪୦% ଓକିଲ ନକଲି'

ସେମାନେ ସାର୍ଟିଫିକେଟ କିଣିଥାଆନ୍ତି ନଚେତ୍ ଯୋଗାଡ଼ କରିଥାଆନ୍ତି'

'ନକଲି ସାର୍ଟିଫିକେଟ ବଳରେ ସେମାନେ କୋର୍ଟରେ ପ୍ରାକ୍ଟିସ୍ କରିଥାଆନ୍ତି'

ଏନେଇ ବାର୍ କାଉନସିଲ୍ ଯାଞ୍ଚ କରିଥିଲା, ସେମାନଙ୍କ ଡିଗ୍ରୀ ମଗା ଯାଇଥିଲା'-

୪୦% ଓକିଲ ଫର୍ମ ଫିଲ ଅପ୍ କରି ନଥିଲେ- ବାର୍ କାଉନସିଲ୍ ଅଧ୍ୟକ୍ଷ#

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS