BREAKING
Loading...
:

ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ିଲେନି ଚୋର,

 ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ିଲେନି ଚୋର,



 ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ରତନ ସଂହାସନ ପାଖରୁ ବିଜେ ପ୍ରତିମା, ଏବଂ ନୀଳ ମାଧବଙ୍କ ରୂପାର କିରଟି, ଚିତା, ପୁଷ୍କର ମାଳୀ ଚୋରି ହେବା ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା, ଉକ୍ତ ଦିନ ଦୁଇ ଜଣ ପୂଜକଙ୍କ ଦାଇତ୍ଵ ଥିବାବେଳେ, ପୂଜା ପାଳି ପୂଜକ ଜ୍ଞାନେନ୍ଦ୍ର ମିଶ୍ର କିଛି ସମୟ ସକାଶ ବାହାରକୁ ଯାଇଥିବା ବେଳେ ଅନ୍ୟ ଏକ ପୂଜକ ଲିଟୁ ପତି ଠାକୁରଙ୍କ ରାତ୍ରୀ ଭୋଗ ସକାଶେ ବ୍ୟଞ୍ଜନ ତିଆରି ରେ ରୋଷଘର ବ୍ୟସ୍ତ ଥିବା ସମୟରେ ସିଂହାସନ ନିକଟରୁ ଉପରୋକ୍ତ ଅଳଙ୍କାର ଗୁଡ଼ିକ ଚୋରି ହୋଇଥିବା ନେଇ ଜ୍ଞାନେନ୍ଦ୍ର ମିଶ୍ର ଟ୍ରଷ୍ଠବୋର୍ଡ଼କୁ ଜଣାଇଥିଲେ, ଏହା ପରେ ଶ୍ରୀ ମିଶ୍ର ବେଲଗୁଣ୍ଠା ଥାନାଙ୍କୁ ଲିଖିତ ଅଭିଯୋଗ ଦେଇଥିବା ବେଳେ ଥାନା ଅଧିକାରି ରେବତୀ ଶବର କେସ୍ ଦାୟର କରି ମିନ୍ଦିର ସିଂହାସନ ଠାରୁ ଆରମ୍ଭ କରି ମନ୍ଦିର ପରିସର ଯାଞ୍ଚ କରିଥିଲେ, କିନ୍ତୁ ସେଥିରୁ କିଛି ସୁଫଳ ପାଇ ନ ଥିବା ବେଳେ ଉଭୟ ପୂଜକଙ୍କୁ ଥାନାକୁ ନେଇ ପଚରା ଉଚରା ପରେ ଲାଇ ଡ଼ିଟେସନ ଦ୍ଵାରା ପରିଖ୍ୟା କରାଯିବ ବୋଲି ଥାନା ଅଧିକରି ପ୍ରକାଶ କରିଥିଲେ, ଆଗକୁ ବାକି ରହିଲା ଚୋର ଧରାପଡ଼ି ଦଣ୍ଡ ପାଇବ  କେବେ, !


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS