ବାଙ୍କୀ ପ୍ରେସକ୍ଲବ ତରଫରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାଙ୍କୀ,୧/୪(ମାନସ ରଞ୍ଜନ ସାହୁ ) : ବାଙ୍କୀର ନୂତନ ଉପଜିଲ୍ଲାପାଳ ଭାବେ ମନଶ୍ୱନୀ ଦାଶ ଯୋଗଦାନ କରିଛନ୍ତି । ଏହି ଅବସରରେ ଆଜି ବାଙ୍କୀ ପ୍ରେସକ୍ଲବ ତରଫରୁ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସଂପାଦକ ସୁବାସ ଚନ୍ଦ୍ର ପାଢ଼ୀ, ସହସଂପାଦକ ବିଭୂପ୍ରସାଦ ସାମଲ, ଜ୍ଞାନେନ୍ଦ୍ର ମୋହନ ମିଶ୍ର, କ୍ଷେତ୍ରବାସୀ ଦାଶ, ଗୌରାଙ୍ଗ ବେହେରା, ଅନନ୍ତ ପଟ୍ଟନାୟକ, ଗୌତମ ମିଶ୍ର ସମେତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment