ଡିଲ ନକଲେ ପାୱାର ପ୍ଲାଣ୍ଟ ଉଡ଼ାଇ ଦେବୁ: ଟ୍ରମ୍ପ
ଇରାନ୍ ସହ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ
ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ହର୍ମୁଜରେ ଇରାନ୍ ଗୁଳିଚାଳନା କରିଛି'
ଏହା ଅସ୍ତ୍ରବିରତି ଚୁକ୍ତିନାମାର ଖୋଲା ଉଲ୍ଲଙ୍ଘନ- ଟ୍ରମ୍ପ
'ଫ୍ରାନ୍ସ ଓ ୟୁକେ ଜାହାଜ ଉପରକୁ ହର୍ମୁଜରେ ଗୁଳିମାଡ଼ ହୋଇଛି'
ଏହା ଠିକ୍ ନୁହେଁ, ତଥାପି କାଲି ଆମ ପ୍ରତିନିଧି ଇସ୍ଲାମାବାଦ ଯିବେ'
ଆମେ ଶାନ୍ତି ଆଲୋଚନା ପାଇଁ ଗ୍ରହଣୀୟ ପ୍ରସ୍ତାବ ଦେବୁ'
ଯଦି ସେମାନେ ପ୍ରସ୍ତାବରେ ରାଜି ନ ହୁଅନ୍ତି ତାହେଲେ ଆକ୍ରମଣ- ଟ୍ରମ୍ପ
-ଗୋଟି ଗୋଟି କରି ଇରାନ୍ର ପାୱାର ପ୍ଲାଣ୍ଟ ଓ ବ୍ରିଜ୍କୁ ଉଡ଼ାଇ ଦେବୁ'
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment