BREAKING
Loading...
:

ଖଲ୍ଲିକୋଟ ବଡ଼ ଘାଟି ନିକଟରେ ଓଲଟିଲା ଏସିଡ୍ ଟ୍ୟାଙ୍କର*

 



*ଖଲ୍ଲିକୋଟ ବଡ଼ ଘାଟି  ନିକଟରେ  ଓଲଟିଲା ଏସିଡ୍ ଟ୍ୟାଙ୍କର*#

ବ୍ରହ୍ମପୁରରୁ ଭୁବନେଶ୍ୱର ଯିବା ବେଳେ ଓଲଟିଲା ବିଷାକ୍ତ ଟ୍ୟାଙ୍କର,

ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଲିକ୍ ହେଉଛି ବିଷାକ୍ତ ଗ୍ୟାସ୍,

ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ବନ୍ଦ,

ଗାଡ଼ି ଚଳାଚଳ ବନ୍ଦ, ଅଟକି ରହିଛି ବହୁ ଗାଡି!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS