BREAKING
Loading...
:

ଭିଜିଲାନ୍ସ ଜାଲରେ RDE ଅଫିସ୍ ଅଡିଟର୍

 *ଭିଜିଲାନ୍ସ ଜାଲରେ RDE ଅଫିସ୍ ଅଡିଟର୍...*



*ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର*,

*୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଡିଟର ଅମ୍ବିକା ପ୍ରସାଦ ରଥ*,

*ସର୍ଭିସ ଭେରିଫିକେସନ ପାଇଁ ୪ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ*,

*ସର୍ଚ୍ଚ ସମୟରେ ଅଫିସରୁ ୧ ଲକ୍ଷ ୨୮ ହଜାର ଟଙ୍କା ଜବତ**

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS