... ସେମିତି ରହିଗଲା ସ୍କୁଟିର ଚାବି!*
* କେନ୍ଦୁଝର ସହର ଜାତୀୟ ରାଜପଥ କଡ଼ରେ ଟାଟା ପାୱାରର ଜଣେ କର୍ମଚାରୀ ସ୍କୁଟି ଉପରେ ବସିଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।*
*ସ୍କୁଟି ଚଳାଇବା ବେଳେ ହୁଏତ ଅସୁସ୍ଥ ଲାଗିଲା, ଗାଡ଼ି ସାଇଡ୍ କଲେ, ଷ୍ଟାଣ୍ଡ୍ ମାରିଲେ, ହେଲମେଟ୍ ବି ଖୋଲିଲେ... କିନ୍ତୁ ମୃତ୍ୟୁ ତାଙ୍କୁ ଆଉ ସମୟ ଦେଲାନି। ଚାବି ସେମିତି ଝୁଲୁଛି, କିନ୍ତୁ ହୃଦଘାତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି।*
* ଜୀବନ ବହୁତ ଅନିଶ୍ଚିତ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment