*ମହଙ୍ଗା ହେଲା ଗ୍ୟାସ୍ସିଲିଣ୍ଡର*#
-ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର,
-ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା,
-ଦିଲ୍ଲୀରେ ୧୪.୨ କେଜି ଘରୋଇ ସିଲିଣ୍ଡର ଦର ୯୧୩ ଟଙ୍କା ହେଲା,
-୧୯ କେଜି କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି,
-ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି,
-ଆଜିଠାରୁ ଲାଗୁ ହେଲା ନୂଆ ବର୍ଦ୍ଧିତ ଦର,
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment