*ଇରାନ ଆମେରିକା ଯୁଦ୍ଧ ଉଗ୍ର !*
ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ-
ଭୟଙ୍କର ହେଉଛି ଇରାନ-ଆମେରିକା ମହାଯୁଦ୍ଧ,
ଦୁଇ ଦେଶ ମଧ୍ୟରେ ମିସାଇଲ, ଡ୍ରୋନ୍ ଓ ରକେଟ୍ ମାଡ଼,
ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ,
ଆକ୍ରମଣକୁ ଜୋରଦାର କଲେ ଇରାନ ସେନା,
ଇରାନ ଉପରେ ଆକ୍ରମଣ କରିପାରନ୍ତି ମଧ୍ୟପ୍ରାଚ୍ୟ ଦେଶ,
ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଇରାନୀ ନାଗରିକ-
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق