الصفحة الرئيسية ହାତୀ ଆକ୍ରମଣରେ ଜଣେ ମୃତ Debi Prasad Dash مارس 04, 2026 0 *ହାତୀ ଆକ୍ରମଣରେ ଜଣେ ମୃତ*#ବାରିପଦା: ଭରଦୁଶୋଳ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ--ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ,ଘର ପଛ ବିଲରେ ପଡ଼ି ରହିଛି ମୃତଦେହ,ରାସଗୋବିନ୍ଦପୁର ରେଞ୍ଜରେ ୫-୬ ହାତୀଙ୍କ ଉତ୍ପାତଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق