*୮ ସପ୍ତାହ ପାଇଁ ମହଜୁଦ ଅଛି ପେଟ୍ରୋଲ୍ !*
ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ୮ ସପ୍ତାହ ପାଇଁ ମହଜୁଦ ରହିଛି,
ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତି ଦେଖି ଆଶ୍ବସ୍ତିକର ସୂଚନା ଦେଲେ କେନ୍ଦ୍ର ସରକାର,
ପେଟ୍ରୋଲ ଓ ଡିଜେଲ୍ ଇନଭେଣ୍ଟରି ମଧ୍ୟ ୨୫ ଦିନ ପାଇଁ ରହିଛି,
ଭାରତର କେବଳ ୪୦% ଅଶୋଧିତ ତୈଳ ହର୍ମୁଜ୍ ଦେଇ ଆସିଥାଏ,
ବାକି ୬୦% ଅଶୋଧିତ ତୈଳ ଅନ୍ୟ ଉତ୍ସମାନଙ୍କରୁ ଆସିଥାଏ,
ପୂର୍ବବର୍ତ୍ତୀ ଚୁକ୍ତି ଅନୁଯାୟୀ ରୁଷୀୟ ଅଶୋଧିତ ତୈଳ ଆମଦାନି ଜାରି ରହିଛି,
ବିଶେଷ କରି LPG ଓ LNG କ୍ଷେତ୍ରରେ ଭାରତ ଭଲ ସ୍ଥିତିରେ ରହିଛି*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق