BREAKING
Loading...
:

ହାତୀ ଆକ୍ରମଣରେ ଜଣେ ମୃତ

 



*ହାତୀ ଆକ୍ରମଣରେ ଜଣେ ମୃତ*#

ବାରିପଦା: ଭରଦୁଶୋଳ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ--

ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ,

ଘର ପଛ ବିଲରେ ପଡ଼ି ରହିଛି ମୃତଦେହ,

ରାସଗୋବିନ୍ଦପୁର ରେଞ୍ଜରେ ୫-୬ ହାତୀଙ୍କ ଉତ୍ପାତ


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS