ହିନ୍ଦୁ ନବବର୍ଷ ପାଳନ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ, ବିଶାଲ ଶୋଭାଯାତ୍ରା
ନୂଆ ପଡ଼ା ଜିଲ୍ଲା ଖଡିଆଳ ହିନ୍ଦୁ ନବବର୍ଷ ପାଳନ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ – ହୋଇଯାଇଅଛି। ଏହି ରାଷ୍ଟ୍ରୀୟ - ନବବର୍ଷ ପାଳନ ଉପଲକ୍ଷେ ବିଶାଲ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ । ଦଧୂବାମନ ମନ୍ଦିର ପରିସର ମଧ୍ୟରୁ ବାହାରି ଅଗ୍ରେସନ୍ ଧର୍ମଶାଳା ପରିସର ମଧ୍ଯରେ ପହଞ୍ଚିଥିଲା। ସେଠାରେ ବୌଦ୍ଧିକ କାର୍ଯ୍ୟକ୍ରମ ଦ୍ଵାରା ହିନ୍ଦୁ ଏକତା, ହିନ୍ଦୁ ସମାଜ ର ପ୍ରାଚୀନ ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ଆଗତ ଭବିଷ୍ୟତକୁ ଉପଯୁକ୍ତ ପଥରେ ଅଗ୍ରସର ହେବା ପାଇଁ ମାର୍ଗଦର୍ଶନ 1 କରିବା ଜରୁରୀ ଅଟେ । ତେଣୁ ସମସ୍ତ = ସାମିଲ ହୋଇ ନିଜର ପ୍ରାଚୀନ ଗୌରବ ଏବଂ ବୈଭବ କୁ ସୁରକ୍ଷିତ କରିବା ପାଇଁ ବୀରତ୍ବ 5 ଗାଥା, ଉପରେ ଅଧ୍ୟୟନ, ଚିନ୍ତନ ଏବଂ କଲମ ଚାଳନା ଅତ୍ୟାବଶ୍ୟକ ଅଟେ । ଶୋଭାଯାତ୍ରା ରେ ଖଡିଆଳ ବିଧାୟକ ଅଧୂରାଜ ପାଣିଗ୍ରାହୀ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଉଜ୍ଜଳ ଗୁପ୍ତା, ରାଷ୍ଟ୍ରୀୟ ନବବର୍ଷ ପାଳନ କମିଟି ଅଧ୍ଯକ୍ଷ ବିନୋଦ ବିହାରୀ ପାଢୀ, ବି ନିନୋଦ କୁମାର ଅଗ୍ରୱାଲ, କୌଶିକ ସରାଫ, ରଶ୍ମି ରଞ୍ଜନ ଚଲାନ, ସଂଜୟ ତିଓ୍ବାରୀ, ବାଳକୃଷ୍ଣ ଶବର, ନିମାଇ ଚରଣ ତାଣ୍ଡି, ବିଭିନ୍ନ ଅନୁଷ୍ଠାନ ଯୋଗ ଦେଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق