BREAKING
Loading...
:

ଓଡ଼ିଶା ବାହାରେ କାହିଁକି ଫାଉଣ୍ଡେସନ୍: #ଶ୍ରୀମୟୀ

 



ଓଡ଼ିଶା ବାହାରେ କାହିଁକି ଫାଉଣ୍ଡେସନ୍: #ଶ୍ରୀମୟୀ

ବିଜୁ-ନବୀନ ଫାଉଣ୍ଡେସନକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ନୂଆ ବିସ୍ଫୋରଣ*

ସୋସିଆଲ୍ ମିଡିଆରେ ଦସ୍ତାବିଜ୍ ସହ ନୂଆ ତଥ୍ୟ ସାମ୍ନାକୁ ଆଣିଲେ'

‘ବିଜୁ-ନବୀନ ଇନ୍ସିପରେସନାଲ୍‌ ଫାଉଣ୍ଡେସନରେ ନବୀନଙ୍କ ସହମତି’

‘ନବୀନଙ୍କ ଦିଲ୍ଲୀ ଘର ଫାଉଣ୍ଡେସନ୍ କାମରେ ବ୍ୟବହାରକୁ ନେଇ ସହମତି’

‘ନବୀନ ନିଜେ ଏନେଇ ଦସ୍ତଖତ କରିଥିବା ଦସ୍ତାବିଜ ରହିଛି’

ଓଡ଼ିଶା ବାହାରେ କାହିଁକି ଫାଉଣ୍ଡେସନ୍ ସୃଷ୍ଟି କଲା ସନ୍ଦେହ,

ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ କାହିଁକି ପାଣ୍ଡିଆନ୍ ଉଠାଇଲେ ପ୍ରଶ୍ନ,

ସମସ୍ତଙ୍କୁ ଅନ୍ଧାରରେ ରଖି ଗୁପ୍ତ ଭାବେ ଫାଉଣ୍ଡେସନର ଆବଶ୍ୟକତା କ'ଣ?

ପୂର୍ବରୁ ପ୍ରଭାତ ବିଶ୍ୱାଳ ବି ଆଣିଥିଲେ ସମାନ ଅଭିଯୋଗ!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS