BREAKING
Loading...
:

ଅସ୍ତ୍ର ଛାଡ଼,ନଚେତ ତ୍ମୃତ୍ୟୁ_ନିଶ୍ଚିତ- ଟ୍ରମ୍ପ

 



*ଅସ୍ତ୍ର ଛାଡ଼,ନଚେତ ତ୍ମୃତ୍ୟୁ_ନିଶ୍ଚିତ- ଟ୍ରମ୍ପ.*

*ଇରାନ୍ ସେନାକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ*

*ଅସ୍ତ୍ର ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ କହିଲେ ଟ୍ରମ୍ପ.*

*'ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ'*

*'ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି'*

*'୫୦ ବର୍ଷ ଧରି ଏମାନେ ଆମେରିକା, ଇସ୍ରାଏଲ୍ ଉପରେ ଆକ୍ରମଣ କରି ଚାଲିଥିଲେ'*

*ଏମାନେ ବିଶ୍ୱ ଆତଙ୍କବାଦର ପ୍ରଥମ ରାଷ୍ଟ୍ର ପ୍ରାୟୋଜକ- ଟ୍ରମ୍ପ.*

*'ଇରାନର ୯ଟି ଜାହାଜ ସହ ସେମାନଙ୍କ ନୌସେନା ବିଲ୍ଡିଂକୁ ଧ୍ବଂସ କରିଛୁ'*

*'ଖାମେନେଇଙ୍କ ମୃତ୍ୟୁ ପରେ ଇରାନବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଛି'*

*ଯୁଦ୍ଧ ଅଭିଯାନ ଜାରି ରହିଛି, ଉଦ୍ଦେଶ୍ୟ ହାସଲ ନ ହେବା ଯାଏଁ ଜାରି ରହିବ'*

*'ପରମାଣୁ ଅସ୍ତ୍ର ରଖିବାକୁ ଆମେ ଇରାନକୁ କଦାପି ଅନୁମତି ଦେବୁନୁ*,

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS