*ହେଜବଲ୍ଲା ଉପରେ ଇସ୍ରାଏଲ୍ର ଆକ୍ରମଣ**
*ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ.*
*ଆତଙ୍କୀ ସଙ୍ଗଠନ ହେଜବଲ୍ଲା ଉପରେ ଇସ୍ରାଏଲ୍ର ଆକ୍ରମଣ*,
*ହେଜବଲ୍ଲାର ରକେଟ ଫାୟାରିଂ ପରେ ଇସ୍ରାଏଲ୍ର କଡ଼ା ଜବାବ*,
*ଲେବାନନ ରାଜଧାନୀ ବିରୁଟରେ IDFର ଘନ ଘନ ଆକ୍ରମଣ*,
*ହେଜବଲ୍ଲାକୁ ଟାର୍ଗେଟ କରି ଆକ୍ରମଣ, ଶୁଭିଲା ବଡ଼ ବଡ଼ ବିସ୍ଫୋରଣ ଶବ୍ଦ*#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق