BREAKING
Loading...
:

ଅବସର ଗ୍ରହଣ କଲେ ପ୍ରତିଭା ବିଶ୍ବାଳ

 ଅବସର ଗ୍ରହଣ କଲେ ପ୍ରତିଭା ବିଶ୍ବାଳ 



କଟକ (ମାନସ କୁମାର ସାହୁ) ଜୀବନ ରେ କାର୍ଯ୍ୟ କରି ସମସ୍ତେ ଅବସର ନିଅନ୍ତି। ସେହିପରି କାର୍ଯ୍ୟ ଦିବସ ସରିବା ପରେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ  ପ୍ରତିଭା ବିଶ୍ଵାଳ ଅବସର ନେଇଛନ୍ତି। ପ୍ରତିଭା ବିଶ୍ଵାଳ  ଆଖ ପାଖରେ ଜଣେ କର୍ତ୍ତବ୍ୟନିଷ୍ଠ IHB ଭାବରେ ଜଣାଶୁଣା। ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସ୍ଵାସ୍ଥ୍ୟ କେନ୍ଦ୍ର ର ସୁପରି ଟେଣ୍ଟ ଓ ଅନ୍ୟାନ୍ୟ ସହକର୍ମୀ।  ତାଙ୍କର  ଅବସର ର ସମୟ କିପରି ଭଲରେ କଟିବ ସେଥିପାଇଁ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS