ନୟାଗଡ ଜିଲ୍ଲାରେ ସ୍କୁଲ ଛୁଟି ପୁଣି ଦୁଇ ଦିନ ବଢ଼ିଲା,୨୫ ତାରିଖ ପର୍ଯ୍ୟନ୍ତ ଛୁଟି
ନୟାଗଡ (ମଣିଭଦ୍ରା ଖବର) ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ତେବେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜିଲ୍ଲାପାଳ ଏହି ଛୁଟି ଅବଧିକୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡିଛି । ଏହି ସମୟରେ ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।
ମଣିଭଦ୍ରା ଖବର, ନୟାଗଡ


Post a Comment