BREAKING
Loading...
:

ରାଜ୍ୟ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ହେଲେ ବାଙ୍କୀର ସାମ୍ବାଦିକ

 ରାଜ୍ୟ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ହେଲେ ବାଙ୍କୀର ସାମ୍ବାଦିକ 



ବାଙ୍କୀ, (ମାନସ ରଞ୍ଜନ ସାହୁ ) କଟକ ଠାରେ ରାଜ୍ୟ ସ୍ତରୀୟ   ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ କଳିଙ୍ଗ ଟିଭି /ସମୟ ଖବର କାଗଜର ବାଙ୍କୀ  ସାମ୍ବାଦିକ ପୂର୍ଣଚନ୍ଦ୍ର ସାହୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମ୍ବାଦିକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ସେ ଜଣେ ବରିଷ୍ଠ ସାମ୍ବାଦିକ ଭାବେ ବେଶ୍ ଜଣାଶୁଣା ଥିଲେ । ବାଙ୍କୀ -ଡମପଡା ODMM ସଙ୍ଘ ତରଫରୁ ତାଙ୍କୁ କୃତଜ୍ଞତା ଏବଂ ଅଭିନନ୍ଦନ ପ୍ରଦାନ କରାଯାଇଛି । 


ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS