ରାଜ୍ୟରେ ୨ଲକ୍ଷ୧୯ହଜାର_EVଗାଡ଼ି
EV ଗାଡ଼ିରେ ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କା ସବ୍ସିଡି
ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା
ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ EV ଗାଡ଼ି ଚାଲିଛି
ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ଟି EV ଗାଡ଼ି କିଣା ଯାଇଛି
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୧୨ଟି EV ଚାର୍ଜିଂ ସେଣ୍ଟର କରାଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment