BREAKING
Loading...
:

ଯଶଓ୍ବାଲଙ୍କ ଶତକରେ ଭାରତ ସିରିଜ ବିଜୟୀ

 ଯଶଓ୍ବାଲଙ୍କ ଶତକରେ ଭାରତ ସିରିଜ ବିଜୟୀ



ବ୍ୟୁରୋ (ମଣିଭଦ୍ରା ଖବର) ବିଶାଖାପାଟଣାରେ ଚାଲିଥିବା ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ସିରିଜ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମସ୍ତ ଉଇକେଟ ହରାଇ ୨୭୦ ରନ୍ ସଂଗ୍ରହ କରିଥିଲା । ତେବେ ଯଶଓ୍ବାଲଙ୍କ ପ୍ରଥମ ଶତକ ବଳରେ ଭାରତ ବିଜୟୀ ଲାଭ କରି ସିରିଜ ବିଜୟୀ ହୋଇଛି । ଯଶଓ୍ବାଲଙ୍କ ସହିତ କୋହଲି ଏବଂ ରୋହିତ ଶର୍ମାଂ ଅର୍ଧଶତକ ହାସଲ କରିଥିଲେ । 

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS