BREAKING
Loading...
:

ପୀତବାସ ପଣ୍ଡା ହତ୍ୟା ମାମଲା ହାଇକୋର୍ଟରେ ଲିଖିତ ଜବାବ ଦାଖଲ କଲେ ବ୍ରହ୍ମପୁର ଏସ୍‌ପି

 *ପୀତବାସ ପଣ୍ଡା ହତ୍ୟା ମାମଲା  ହାଇକୋର୍ଟରେ ଲିଖିତ ଜବାବ ଦାଖଲ କଲେ ବ୍ରହ୍ମପୁର ଏସ୍‌ପି*



କୋର୍ଟରେ କାଟ ଖାଇଲା ଲିଖିତ ଜବାବ । ବଢ଼ିଲା ବ୍ରହ୍ମପୁର ଏସପିଙ୍କ ଅଡ଼ୁଆ, ଲିଖିତ ଜବାବକୁ କୋର୍ଟଙ୍କ ଅଗ୍ରାହ୍ୟ, ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ବୟାନକୁ କାହିଁକି ଅଦାଲତ ଅବମାନନା ବିବେଚନା କରାଯିବନି ବୋଲି ଜବାବ ଦାଖଲ ହୋଇଛି । ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ । ସେହିଦିନ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ । ମାମଲା ବିଚାରାଧୀନ ଥିବାବେଳେ ଏସ୍‌ପିଙ୍କ ବୟାନକୁ ନେଇ ଦେଖାଦେଇଥିଲା ବିବାଦ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS