ଆଜି ବିଜୁ ଯୁବ-ଛାତ୍ର ଜନତା ଦଳର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳ ନେତୃତ୍ୱଙ୍କ ଉପସ୍ଥିତିରେ ରାଜ୍ୟ ପୋଲିସ S.I ଚାକିରୀ ବିକ୍ରି, ଦୁର୍ନୀତି ଏବଂ କଳେଙ୍କାରୀ ବିରୁଦ୍ଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି | ଏକ ବିଶାଳ ରାଲି ମାଧ୍ୟମରେ ବ୍ରହ୍ମପୁର ରାମଲିଙ୍ଗ ପାର୍କ ଠାରୁ ଆରମ୍ଭ ହୋଇ ଖଲିକୋଟ ବିଶ୍ୱବିଦ୍ୟାଳୟ ଠାରେ ପହଁଚି କୂଶପୁତ୍ତଳିକା ଦାହ କରିବା ସହ ସରକାର ବିରୋଧୀ ନାରା ଦେବା ସହ ଏସ ଆଇ ପରୀକ୍ଷା ଓ ନିଯୁକ୍ତି ଜାଲିଆତି କୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷୀଥିଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟ ସଭାପତି, ତାଙ୍କ ସହ ଗଞ୍ଜାମ ଜିଲ୍ଲା ସ୍ଥାନୀୟ ନେତୃବୃନ୍ଦ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق