୧୭_ଲକ୍ଷ_ମାଗଣା_ଖିଆଙ୍କୁ_କାଟିଲେ !
ସାରା ଭାରତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସୃଷ୍ଟି କରିଛନ୍ତି ଏକେ ବଡ଼ ଉଦାହରଣ । ଦେଖାଇଦେଇଛନ୍ତି ତାଙ୍କ ଜିଗର । ତାଙ୍କପାଇଁ ମାଗଣା ଯୋଜନା ନୁହେଁ, ଭାରତ ବା ଉତ୍ତରପ୍ରଦେଶରେ ଅର୍ଥନୈତିକ ପ୍ରଗତି ଓ ବିକାଶ ହିଁ ଆଗ । ମାଗଣା ଯୋଜନାରେ ଅନେକ ସ୍ୱଚ୍ଛଳ ବ୍ୟକ୍ତି ସରକାରଙ୍କ ଟଙ୍କା ଖାଉଥିବାରୁ ସେମାନଙ୍କୁ ସେ ତାଲିକାରୁ କାଟିଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ପ୍ରାୟ ୧୭ ଲକ୍ଷ ପରିବାରକୁ ମାଗଣା ଯୋଜନାରୁ ବାଦ ଦିଆଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment