*-୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା !*
*-ଆରବ ସାଗରରେ ଆସିବ ବାତ୍ୟା*
*-ଆଗାମୀ ୧୨ଘଣ୍ଟାରେ ଆରବସାଗରରେ ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା* 
*-୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା.... l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 
 
Post a Comment