BREAKING
Loading...
:

ସରକାରଙ୍କୁ_ନୋଟିସ୍‌

 



ସରକାରଙ୍କୁ_ନୋଟିସ୍‌

ବିଭିନ୍ନ ସ୍କୁଲ୍‌ରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲା

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ସମ୍ପର୍କରେ ତଥ୍ୟ ଲୋଡ଼ିଲେ

ଯୋଗ୍ୟ ହୋଇ ମଧ୍ୟ ବେକାର ଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି କ’ଣ ପାଇଁ ପଚାରିଲେ ହାଇକୋର୍ଟ

ଖାଲିଥିବା ୬,୩୮୭ ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ କହିଥିଲେ ସରକାର

ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି- ହାଇକୋର୍ଟ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS