BREAKING
Loading...
:

ଚୌଦ୍ବାର ଥାନାରେ ହାଜତ ମୃତ୍ୟୁ ଘଟଣା ଦାୟିତ୍ବରେ ଥିବା ୩ ପୋଲିସ କର୍ମଚାରୀ ନିଲମ୍ବିତ

 ଚୌଦ୍ବାର ଥାନାରେ ହାଜତ ମୃତ୍ୟୁ ଘଟଣା



ଦାୟିତ୍ବରେ ଥିବା ୩ ପୋଲିସ କର୍ମଚାରୀ ନିଲମ୍ବିତ

ACP ବିଶ୍ବରଞ୍ଜନ ସାହୁ, ASI ଓ କନେଷ୍ଟବଳ ନିଲମ୍ବିତ

ଗତକାଲି ଥାନାରେ ଅଭିଯୁକ୍ତର ହୋଇଥିଲା ସନ୍ଦେହଜନକ ମୃତ୍ୟୁ

ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ


ମୃତ ରସାନନ୍ଦ ନାୟକଙ୍କ SCBରେ ପୋଷ୍ଟମର୍ଟମ ଆରମ୍ଭ

NHRCଙ୍କ ଗାଇଡ୍‌ଲାଇନ ଆଧାରରେ ତଦନ୍ତ ଆରମ୍ଭ

ଜଣେ DSP ପାହ୍ୟାର ଅଧିକାରୀ କରୁଛନ୍ତି ତଦନ୍ତ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS