BREAKING
Loading...
:

ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ମାଁ ପାଈଁ ଗଛ ଟିଏ

 ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ମାଁ ପାଈଁ ଗଛ ଟିଏ 



ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ମାଁ' ପାଈଁ ଗଛ ଟିଏ କଲ୍ୟାଣସିଂହପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ପର୍ଷାଲି ଭଳି ଅଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ଭବ ହୋଇଛି  ଏଥିରେ ପାର୍ଶାଲି ର ପୂର୍ବତନ ସରପଂଚ ବାମୁନୁ କାର୍ଡାକା ଓ ବୁଡ଼ୁନି ପଞ୍ଚାୟତ ସରପଂଚ ବିଜୟା ହିଆଲ ପି ଇ ଓ ଶ୍ରିହରି ମହାନନ୍ଦିଆ ସେହିଭଳି  କାର୍ଯକ୍ରମ ରେ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ସଂଘର ସଦସ୍ୟ ଆରୋଭ ବିଭର ଓ କଲ୍ୟାଣସିଂହପୁର ବ୍ଲକ ସଂଘ ସଭାପତି ଟାର୍କେଶ ନିସିକା  ଅନ୍ୟ ସଦସ୍ୟ ମାନେ ହେଲେ ପ୍ରଭାତ କାଶୀ, ଟେଲି ନୀଶିକା, ଆପାରାଓ କାର୍ଡାକା, ବାମାନା କାର୍ଷିକା, କ୍ରିଷ୍ଣା ହିକୋକା, ଅନାଦି ପରସିକା, ପ୍ରମୋଦ ସିକାଲା, ବିଜୟ ହିୟାଲ,ହୁତସେନ୍ କାଂଶିକା ସମସ୍ତ ସଦସ୍ୟ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରିଛି ସେହିଭଳି ଆଜି ପାର୍ଷାଲୀ ଓ ବୁଡୁନି ପଞ୍ଚାୟତ ବିଭିନ୍ନ ପ୍ରକାରର ସମସ୍ୟାକୁ ଅନୁଧ୍ୟାନ କରିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ଲକ ସଂଘ କୁ ଦାୟୀତ୍ବ ଦିଆଯାଇଛି ଯାହା କି ଭତା ର ସମସ୍ୟା ଭତା ବୃଦ୍ଧି ବିଭାହ ପ୍ରସାହ୍ନ ରାଶି ଡି ଆର୍ ଆଈ ଋଣ ଭଳି ଅନେକ ସମସ୍ୟାକୁ ଅନୁଧ୍ୟାନ କରି ଯୋଜନା ଗୁଡ଼ିକ ପାର୍ଷାଲି ଭଳି ଦୁର୍ଗମ ଅଞ୍ଚଳ କୁ ଯାଇ ସଂଘ ତାର ତତ୍ପରତା ଦେଖାଇଛି ଆଗକୁ ଏହିଭଳି ଅନେକ କାର୍ଯ୍ୟ ଜାରିରଖିବ!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS