BREAKING
Loading...
:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୫ ତମ ଜୟନ୍ତୀ ପାଳନ ଉପଲକ୍ଷେ ସେବା ପକ୍ଷ ପାଳନ ୧୭ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ,

 



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୫ ତମ ଜୟନ୍ତୀ ପାଳନ ଉପଲକ୍ଷେ ସେବା ପକ୍ଷ ପାଳନ ୧୭ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ,

ସୁ ପରିଚାଳନା ପାଇଁ ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ ସାବତ ଙ୍କ ସଭାପତିତ୍ୱ ରେ ବିଧାୟକ  କେ ଅନିଲ କୁମାର ଙ୍କ ଉପସ୍ଥିତି ରେ ପ୍ରସ୍ତୁତି ବୈଠକ ୧୧ ଟା ସମୟରେ ଅନୁଷ୍ଠିତ ହୋଇଥିଲା 

ବ୍ରହ୍ମପୁର ର ସମସ୍ତ ମଣ୍ଡଳ ସଭାପତି,ଭା ଜ ପା ର କାର୍ଯ୍ୟକର୍ତ୍ତା,ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା,ଏସ ସି ମୋର୍ଚ୍ଚା,ଏସ ଟି ମୋର୍ଚ୍ଚା ଙ୍କ ସମେତ ବହୁ ସଙ୍ଘଠନ ର ସଦସ୍ୟ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS