BREAKING
Loading...
:

ଦଶପଲ୍ଲା ବ୍ଲକରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ,

 ଦଶପଲ୍ଲା ବ୍ଲକରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ,




ଦଶପଲ୍ଲା:- ( ମଣିଭଦ୍ରା ଖବର)  ଆଜି ଦଶପଲ୍ଲା ବ୍ଲକ୍ ପରିସରରେ ସ୍ବଚ୍ଛତା ଅଭିଯାନ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ମିଶନ ରେ ସ୍ବଚ୍ଛତାହିଁ ସେବା କାର୍ଯ୍ୟକ୍ରମ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଭୁବନାନନ୍ଦ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି  ଏଥିରେ ସହାୟକ ନିର୍ବାହୀ ଯନ୍ତ୍ରୀ ସନାତନ ଭୋଳ, ସହାୟକ ଯନ୍ତ୍ରୀ ଦିଲୀପ କୁମାର ବେହେରା, ରମେଶ ଜାନି, କନିଷ୍ଟଯନ୍ତ୍ରୀ ବୃନ୍ଦାବନ ବିହାରୀ ପଣ୍ଡା, ମଣ୍ଡଳ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ଦଳେଇ, ଓ ବରିଷ୍ଠ ରାଜସ୍ବ ସହାୟକ ବିଭୂଦତ ଶତପଥି ଓ ଉପସ୍ଥିତ ସଫେଇ କର୍ମଚାରୀ ମାନଙ୍କୁ ନେଇ ଦୃଷ୍ଟାନ୍ତ ଭାବରେ ସଫେଇ କାର୍ଯ୍ଯ କରାଗଲା, ବ୍ଲକ୍ ଅଫିସ ଭିତର ଓ ବାହାର ପରିସର ସଫା କରାଗଲା ସେହିଭଳି ଆମେ ନିଜ ଅଞ୍ଚଳ ଯଥା ଗ୍ରାମ୍ ସହର ରାଜ୍ଯ ଓ ଦେଶ ସଫା ରଖିବା ତାହାହେଲେ ଆମେ ସୁସ୍ଥ ଜୀବନ ଯାପନ କରିପାରିବା, ଏହିଭଳି କାର୍ଯ୍ୟ ଦେଖି ଜନ ସାଧାରଣ ସମସ୍ତଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS