BREAKING
Loading...
:

ତାମିଲନାଡୁ ରୁ ଗଜପତି କୁ ଆସିଲା ଦାଦନ ଶ୍ରମିକ ର ମୃତ ଶରୀର ।

 ତାମିଲନାଡୁ ରୁ ଗଜପତି କୁ ଆସିଲା ଦାଦନ ଶ୍ରମିକ ର ମୃତ ଶରୀର ।   



  ଗଜପତି (ମନୋଜ ପାଢୀ) : ଗ୍ରାମ ମାନଙ୍କରେ କୁଲିମଞ୍ଜୁରୀ ରୋଜଗାର ନ ପାଇଁ ବିଦେଶ ଯାଇ ନିଜ ପରିବାର ର ଭରଣ ପଷଣ କରିବାକୁ ଚେଷ୍ଟା କରି ଗୁମ୍ମା ବ୍ଲକ ର ଅନେକ ଗ୍ରାମର ଲୋକମାନେ ଦାଦନ କରିବାକୁ ଯାଉଛନ୍ତି କେହି ତ ତାମିଲନାଡୁ କେହି ତ ସୁରାଟ ଆଉ କେହି ହାଇଦ୍ରାବାଦ କାମ କରିବାକୁ ଯାଇ ନିଜ ନିଜ ପରିବାର କିଛି ଦୁଃଖ କୁ ଦୂର କରୁଛନ୍ତି କେତେକ ଲକ ପରିବାର ନେଇକି ଯାଉଛନ୍ତି ତ କେତେକ ଲକ ଏକା ଯାଇ ପରିବାର ର ଦୁଃଖ ବୁଝୁଛନ୍ତି ଏହି ପରିପେକ୍ଷୀରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ପରିଡ଼ା ଗ୍ରାମର ବାଳକ୍ରୀଷ୍ଣା ଗାଣ୍ଟା ବୟସ 32 ସେ ତାମିଲନାଡୁ ରାଜ୍ୟକୁ ଯାଇ ଏକ ରାଜମିସ୍ତ୍ରୀ ପାଖରେ ରହି କୋଠା ଘର ନିର୍ମାଣ ରେ ସିମେଣ୍ଟ କାମ କରୁଥିଲେ କାଲି ସନ୍ଧ୍ୟା ସମୟରେ କାମ କରୁଥିବା ଦୁଇ ମହଲାରୁ ହଟାତ ଖସିପଡ଼ିଥିଲେ ସଙ୍ଗେ ସଙ୍ଗେ ତାର ମୃତ୍ୟୁ ହୋଇଥିଲା ଗ୍ରାମର କେତକ ଲୋକମାନେ ସେହି ଜାଗାରେ ଦାଦନ କାମ କରୁଥିଲେ ଖବର ପାଇଁ ତୁରନ୍ତ ପୁରାତନ ଗାଣ୍ଟା ସେହି ଜାଗାକୁ ଯାଇ ସେହି ମୃତ୍ୟୁ ଶରୀର କୁ ନିଜ ଗ୍ରାମକୁ ଆଣିବାକୁ ବହୁତ ପ୍ରୟାସ କରିଛନ୍ତି ଏବଂ ଯେଉଁ ରାଜମିସ୍ତ୍ରୀ ପାଖରେ ବାଳକ୍ରୀଷ୍ଣା କାମ କରୁଥିଲା ସେ ରାଜ ମିସ୍ତ୍ରୀ ପାଖକୁ ଯାଇ ବାଳକ୍ରୀଷ୍ଣା ଗାଣ୍ଟା ମୃତ୍ୟୁ ଶରୀର କୁ ନିଜ ଗ୍ରାମକୁ ପଠେଇବା ର ବ୍ୟବସ୍ତା କରିବା ପାଇଁ ଅନୁରୋଧ କରିଥିଲେ ପୁରାତନ ଗାଣ୍ଟା ର ପ୍ରୟାସ ରେ ମୃତ୍ୟୁ ଶରୀର ନିଜ ଗ୍ରାମକୁ ପହଁଚିଛି ବାଳକ୍ରୀଷ୍ଣା ଏକ ଅନାଥ ଅଟେ ମା ତାର ଛୋଟ ସମୟରେ ଛାଡ଼ିକୀ ଅନ୍ୟ ଏକ ସ୍ୱାମୀ ସହ ଚାଲିଯାଇଛନ୍ତି ବାପା ଦୁଃଖ ରେ ଭାଙ୍ଗିପଡ଼ି କିଛି ବର୍ଷ ହିଁ ବଞ୍ଚିଲେ ବାଳକ୍ରୀଷ୍ଣା ବାପା ମା କୁ ହରାଇ ଅତି ଦୁଃଖରେ ତାର ଛୋଟ ବୟସ କାଟିଥିଲା ନିଜ ପାଇଁ ନିଜେ ରଜଗାର କରିବାକୁ ଯାଇ ଅନ୍ୟ ଏକ ସହର ରେ ବାଳକ୍ରୀଷ୍ଣା ନିଜର ଜୀବନ ହରାଇଛନ୍ତି ଅନାଥ ପିଲା ହୋଇଥିବା ଜଗୁ ଗ୍ରାମବାସି ମାନେ ଏକ ହୋଇ ମୃତ୍ୟୁ ଶରୀରକୁ ନିଜ ଗ୍ରାମରେ କବର ଦେଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS