*ଶ୍ରୀମନ୍ଦିରରେ_ଶିଶୁ_ସ୍ତନ୍ୟପାନ_କକ୍ଷ !*
*ପୁରୀ: ଶ୍ରୀମନ୍ଦିରରେ ମାତୃ ଶିଶୁ ସ୍ତନ୍ୟପାନ କକ୍ଷ ଖୋଲିଲା*
*ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ*
*ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ*
।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment