ରାଜ୍ୟସ୍ତରୀୟ ଗୁରୁ ପୂଜନ ଉତ୍ସବରେ ଯୁବ ପ୍ରତିଭାଙ୍କୁ ସମ୍ମାନ
କେନ୍ଦ୍ରାପଡ଼ା, - :
କେନ୍ଦ୍ରାପଡ଼ାର ଯୁବ କବି ଗୀତିକାର ସ୍ତମ୍ଭକାର ଓ ଶିଶୁ ସାହିତ୍ୟିକ ରବୀନ୍ଦ୍ର କୁମାର ପାତ୍ର ଙ୍କୁ ରାଜ୍ୟସ୍ତରୀୟ ଗୁରୁ ପୂଜନ ଉତ୍ସବରେ ମୂର୍ଚ୍ଛନା ଏବଂ ଓଡିଶା କଲଚର ଆର୍ଟ ଏକାଡେମୀ ତରଫରୁ ଓଡିଶା ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ଅନୁଷ୍ଠାନକୁ ବହୁ ବୁଦ୍ଧିଜୀବୀ ଆଉ ସାହିତ୍ୟ ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ନିଆରା ସାହିତ୍ୟ ସାଧନା ଏମିତି ଆଗକୁ ଚାଲୁ ରହି ଜଣେ ଯୁବ ସାହିତ୍ୟିକ ଭାବରେ ତାଙ୍କ ଯାତ୍ରା ସଫଳ ହେଉ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق