BREAKING
Loading...
:

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ।

 ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ।


ଲାଞ୍ଜିଗଡ଼, -ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମିଶନ ସମାଜରେ ଗାଁ ମାନଙ୍କରେ ରହିଥିବା କୁସଂସ୍କର ଅନ୍ଧ ବିଶ୍ବାସ ଦୂର କରିବା ସହ ସମାଜକୁ ଶିକ୍ଷିତ ଓ ସଙ୍ଗଠିତ ସମାଜ ତିଆରି କରିବା ପରିପ୍ରେକ୍ଷୀରେ  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଖଜୁରିଗୁଡା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ମହାସଚିବ ଶତ୍ରୁଘ୍ନ ନାଏକ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାମାଜିକ ମୁଖ୍ୟ ଗିରିଜା ବେହେରା,କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, ଏମ୍ ରାମପୁର ବ୍ଳକ କୋଡିନେଟର ବେଣୁଧର ସୁନା, କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ, ଜୟପାଟଣା କୋଡିନେଟର ଡିଙ୍ଗର ବାଗ , ଲାଞ୍ଜିଗଡ଼ କାର୍ଯ୍ୟକାରୀ ସଭାପତି ହରି କୁମାର,ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ,ନାରୀନେତ୍ରୀ ଜନନୀ ବାଗ,ଜମ୍ବୁବତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଟିକୁ  ଜିତେନ୍ଦ୍ର କୁମାର ନାଏକ ପରିଚାଳନା କରିଥିବା ବେଳେ ବିଜେପୁର ପାହାଡପଦର ମାଳିଜୁବାଙ୍ଗ ପଞ୍ଚାୟତର କୈଳାସ ବାଗ, ନିଲାମ୍ବର ନାଏକ,ଯୁଧିଷ୍ଠିର ନାଏକ, ଚନ୍ଦ୍ରଶେଖର ନାଏକ, ରାମଚନ୍ଦ୍ର ବାଗ, ବୈଦନାଥ ନାଏକ, ଦୀନବନ୍ଧୁ ନାଏକ, ରାଜେନ୍ଦ୍ର ନାଏକ, ଡମ୍ବୁରୁଧର ନାଏକ, ତ୍ରିନାଥ ନାଏକ, ଜଗତେ ନାଏକଙ୍କ ଦ୍ଵାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏଥିରେ ବ୍ଳକର ବିଭିନ୍ନ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS