BREAKING
Loading...
:

ଛତ୍ରପୁର ଥାନା ଆଇଆଇସି ଇନ୍ସପେକ୍ଟର ଦେବାଶିଷ ମହାନ୍ତି ନିଲମ୍ବିତ

 



*ଗଞ୍ଜାମ ପୁଲିସ୍ ଜିଲା ଛତ୍ରପୁର ଥାନା ଆଇଆଇସି ଇନ୍ସପେକ୍ଟର ଦେବାଶିଷ ମହାନ୍ତି ନିଲମ୍ବିତ। କାର୍ଯ୍ୟରେ ବିଶୃଙ୍ଖଳା ପାଇଁ ତାଙ୍କୁ ନିଲମ୍ୱନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି ଅଫିସ ଅଧିନରେ ରହିବେ।ଶ୍ରୀ ମହାନ୍ତି ପୂର୍ବରୁ କୋଦଳା ଥାନା, ବ୍ରହ୍ମପୁର ଟ୍ରାଫିକ ଥାନା ସହ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS