-ମାଛ ଧରିବାକୁ ଯାଇ ଯୁବକ ନିଖୋଜ ।
ଗଜପତି(ମନୋଜ କୁମାର ପାଢୀ/ ୧୯/୮/୨୦୨୫
ନିଖୋଜ ଯୁବକ ହେଲେ ଅଡବା ଗ୍ରାମର ସୁବ୍ରତନାୟକ ଗତକାଲି ସୁବ୍ରତ କିଛି ସାଙ୍ଗ ମାନଙ୍କ ସହିତ ମାଛ ଧରିବାକୁ ହର ଭଙ୍ଗୀ ନଦୀକୁ ଯାଇଥିଲେ ଦିନ 12ଟା ସମୟରେ ପରେ ତାଙ୍କ ସହ ମିଶି ଯାଇଥିବା ଲୋକମାନେ ଘରୁକୁ ଫେରିଥିଲେ କିନ୍ତୁ ସୁବ୍ରତ ଫେରି ନଥିଲେ ବର୍ତମାନ ଅଗ୍ନି ସମ କର୍ମଚାରୀ ଖାନ ତାଲାସ ଜାରି ରହିଛି ବର୍ତମାନ କୌଣସି ପତା ମିଳିନାହିଁ ଘରୋଲକୋ ଥାନାରେ ଲିଖିତ ଅଭିଯାଗ ଦେଇଛନ୍ତି ।
ମଣିଭଦ୍ରା ଖବର, ଗଜପତି


إرسال تعليق