ଲାଣ୍ଡା ରାମାରାଓ ରାଧା ସାଗରରେ ବୁଡି ମୃତ।
ଗଜପତି (ମନୋଜ ପାଢୀ)
ଗଜପତି ଜିଲ୍ଲା ର ଲାବାନ୍ୟଗଡ ପଞ୍ଚାୟତର ରାଧା ଶାଗର ରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ।ସୁଚନା ମୁତାବକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ର ସାନହସାଂ ଗ୍ରାମର ୪ଜଣ ଜୁବକ ରାଧା ଶାଗର ରେ ବୋଟିଙ୍ଗ୍ କରୁଥିବା ସମୟରେ ହଠାତ୍ ବୋଟ୍ ଟି ଶାଗର ଭିତରେ ବୁଡି ଯାଇଥିଲା । ବୋଟ୍ ଭିତରେ ଥିବା ୪ଜଣ ଜୁବକଙ୍କ ମଧ୍ୟରୁ ୩ ଜଣ ଜୁବକ ପହଁରା ଜାଣିଥିବା ଯୋଗୁଁ ବଞ୍ଚଗଲେ । ହେଲେ ୧ ଜୁବକ ପାଣିରେ ବୁଡି ଯାଇଥିଲେ । ବୁଡି ଯାଇଥିବା ଯୁବକଙ୍କ ନାମ ଲାଣ୍ଡା ରାମାରାଓ(୪୦) ବହୁତ ଖୋଜାଖୋଜି ପରେ ମଧ୍ୟ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଖୋଜାଖୋଜି ଯାରୀ ରଖିଛନ୍ତି ।
ମଣିଭଦ୍ରା ଖବର, ଗଜପତି


إرسال تعليق