BREAKING
Loading...
:

ବିଶ୍ଵ ଆଦିବାସୀ ଦିବସ ସମାରୋହ ପାଳିତ

 ବିଶ୍ଵ ଆଦିବାସୀ ଦିବସ ସମାରୋହ ପାଳିତ l 



ବିଷମକଟକ 




ରାୟଗଡା ଜିଲ୍ଲା ବିଷମକଟକ ମା ମାର୍କମା ମନ୍ଦିର ନିକଟସ୍ଥ ଖେଳ ପଡିଆ ଠାରେ ଦୀର୍ଘ କିଛି ବର୍ଷ ଧରୀ ବିଷମକଟକ ଠାରେ ପ୍ରତି ବର୍ଷ ଭଳି ବିଶ୍ଵ ଆଦିବାସୀ ଦିବସ ସମାହାରହ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା,ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସlରକା, ଜିତୁ ଜାକାଶିକା, ଆଦିବାସୀ କନ୍ଧକୁଳ ସଵାପତି ଶ୍ରୀ ଅଙ୍ଗଦ କୁଟ୍ରୁକା,ଉପସଭାପତି ସୁରେଶ କୁମାର ୱାଡକl, ଶ୍ରୀପତି ଉଲ୍ଲାକା, ମାଝୀ ପୀଡିକାକା, ପୂର୍ଣଚନ୍ଦ୍ର ପୀଡିକାକା,ସମ୍ପାଦକ ଜୟରାମ ଉଲ୍ଲାକା,ଯୁଗ୍ମ ସମ୍ପାଦକ ଅରକ୍ଷିତ ଉଲ୍ଲାକା,ଅଭି କଲlକା, କୋଷାଧକ୍ଷ ଡ଼ମ୍ବରୁ କାଡ୍ରାକା,ଉପଦେଷ୍ଟା ବେଣୁଧର ଚୌଧୁରୀ,ଏବଂ ସମସ୍ତ ଆଦିବାସୀ, ଡ଼ଙ୍ଗାରିଆ ପରିବାର ଙ୍କ ସହଜଗରେ ଏହିବର୍ଷ ମଧ୍ୟ ମହାଆଡ଼lମ୍ବର ରେ ଅଗଷ୍ଟ 9 ତାରିଖ ଦିନ ବିଶ୍ୱ ଆଦିବାସୀ ଦିବସ ପାଳନ  ହୋଇଥିଲା l  ମା ମାର୍କମା ମନ୍ଦିର ଠାରୁ ପାରମ୍ପରିକ ଆଦିବାସୀ ଭେଷଭୁଷା ବାଜା, ବାଣ ସହିତ ନାଚଗୀତ ରେ ବିଷମକଟକ ସହର ପରିକ୍ରମା କରିବା ସହ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଆଦିବାସୀ ସଂଗୀତ ଓ ନୂତ୍ୟ ପରିବେଷଣ ହୋଇଥିଲା l ଏହି ବିଶ୍ୱ ଆଦିବାସୀ ଦିବସ ସାମରହ ରେ ଦଶ ହଜାର ରୁ ଅଧିକ ଆଦିବାସୀ ମାନେ ଉପସ୍ଥିତ ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS