BREAKING
Loading...
:

ଶିମିଳିପୁର ପଲ୍ଲୀବିକାଶ କ୍ଲବର ୮୦ତମ ପ୍ରତିଷ୍ଠା ଦିବସ ପାଳିତ

 

ଶିମିଳିପୁର ପଲ୍ଲୀବିକାଶ କ୍ଲବର ୮୦ତମ ପ୍ରତିଷ୍ଠା ଦିବସ ପାଳିତ 



ବାଙ୍କୀ,୯ା୮(ମାନସ ରଞ୍ଜନ ସାହୁ): ଶିମିଳିପୁର ପଲ୍ଲୀବିକାଶ କ୍ଲବର ୮୦ତମ ପ୍ରତିଷ୍ଠା ଦିବସ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସମସ୍ତ ସଦସ୍ୟମାନେ ପ୍ରଭୁ ଅଖଣ୍ଡେଶ୍ୱର ପୀଠରୁ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ସ ହ ଏକ ମଶାଲ୍ ଶୋଭାଯାତ୍ରାରେ ଆସି କ୍ଲବ ପରିସରରେ ପହଞ୍ôଚଥିଲେ । କ୍ଲବର ସଂପାଦକ ବିଭୂ ପ୍ରସାଦ ସାମଲ କ୍ଲବ ପତାକା ଉତ୍ତୋଳନ କରି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କ୍ଲବର ସଭାପତି ଦେବୀଦତ୍ତ ବିଭୂତି ରାୟଙ୍କ ସଭାପତିତ୍ୱରେ କ୍ଲବର ସଦସ୍ୟ ବିଶ୍ୱଜିତ୍ ସାମଲ, ଅଜୟ ନାୟକ, ରାଜୁ ନାୟକ, ଚିନ୍ମୟୀ ସାହୁ, ବାପୁଜୀ ବେହେରା, କାହ୍ନା ବେଉରା, ଅନୀଲ୍ ବେହେରା, ବୁନା ନାୟକ, ରୀତୁଲ୍ ରାଉତ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS