BREAKING
Loading...
:

ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

 ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ




ଭାପୁର ୧୪/୮(ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆସ୍ଥ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦେଶ କ୍ରମେ ୧୪ ତାରିଖ ଦିନ ୧୦ଟାରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଇଯାଇଛି ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର, ସ୍ବଚ୍ଛ ସଲିଳା ମହାପାତ୍ର ଉଦଘାଟନ କରିଥିଲେ  ମହାବିଦ୍ୟାଳୟ ପରିସରରୁ ସାତ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶୋଭାଯାତ୍ରା ଅଧ୍ୟାପକ ମନୋଜ ପ୍ରଧାନ ଙ୍କ ନେତୃତ୍ବରେ ବଜାର ପରିକ୍ରମା କରିଥିଲା ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ, ସର୍ବେଶ୍ଵର ମହାରଣା, ରାଜକିଶୋର ପ୍ରଧାନ କ୍ରିଡ଼ା ଶିକ୍ଷକ ସତ୍ୟଜିତ ଦାସ ସଂଯୋଜନା କରିଥିଲେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗଦେଇ ଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS