BREAKING
Loading...
:

ରାମିଆଳ ନଦୀରେ ବୁଡି ଜଳ ଯୋଗାଣର ବିଭାଗର କର୍ମଚାରୀ ନିଖୋଜ |

 ରାମିଆଳ ନଦୀରେ ବୁଡି ଜଳ ଯୋଗାଣର ବିଭାଗର କର୍ମଚାରୀ ନିଖୋଜ |



ଢେଙ୍କାନାଳ (ମଣିଭଦ୍ରା ଖବର) 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ଗ୍ରାମର ଜଳ ଯୋଗାଣ ବିଭାଗର କର୍ମଚାରୀ  ପ୍ରଦୀପ୍ତ କୁମାର ବେହେରା  ନଦୀକୂଳରେ ଥିବା ସମ୍ପ୍ ଗେଟ୍ ଖୋଲିବାକୁ ଯାଇଥିବା ବେଳେ ଗଭୀର ଜଳରେ ଫସି ଯାଇ ଅଦ୍ୟାବଧି ନିଖୋଜ ଅଛନ୍ତି ।ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଓ ଭୁବନ ଓଡ୍ରାପ୍ଟ ଟିମ୍ ପହଞ୍ଚି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ପ୍ରାୟ 5 ଘଣ୍ଟା ରୁ ଉର୍ଦ୍ଧ ସମୟ ହେଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS