BREAKING
Loading...
:

ଆସନ୍ତା_24ରୁ_ଲଗୁଚାପ_ବର୍ଷା_ହେବ*

 *ଆସନ୍ତା_24ରୁ_ଲଗୁଚାପ_ବର୍ଷା_ହେବ*



 *ବୈତରଣୀ, ଉପର ଓ ତଳ ବ୍ରାହ୍ମଣୀ, ତଳ ଓ ଉପର ମହାନଦୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ବେସିନରେ 26ରୁ 37 ମିଲିମିଟର ବର୍ଷା ହେବ*

- *ଜଳଭଣ୍ଡାର ସ୍ଥିତି ବନ୍ୟା ପାଣି ରଖିବାକୁ ଭଲ ଅଛି*

- *ନଦୀଗୁଡିକ ବିପଦ ସଂକେତ ଓ ସତର୍କ ସଂକେତ ତଳେ ଅଛି*

- *କେତେ ଲଘୁଚାପ ଜନିତ ବର୍ଷା ହେବ, କେତେ ତଳମୁଣ୍ଡକୁ ଆସିବ, ତାକୁ ଦେଖି ଜଳଭଣ୍ଡାରର ସ୍ଥିତି ନିୟନ୍ତ୍ରଣ ହେବ*

- *ତା ପରେ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ*

- *- IMD ପକ୍ଷରୁ ଆକଳନ*.

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS