ଯୁବତୀ ଙ୍କ ଅଶ୍ଳୀକ ଫୋଟ ଭାଇରlଲ କରିଯୁବକ ଗିରିଫ l
କୋରାପୁଟ (ମଣିଭଦ୍ରା ଖବର) ବୌପାରୀଗୁଡା ସ୍ଥିତ ଭିଆଇପି କଲୋନୀ ର ଉମାଶଙ୍କର ନାୟକ ବୟସ (35) ସେହି ଅଞ୍ଚଳର ଏକ ସ୍ଵଛସେବୀ ଅନୁଷ୍ଠାନ ରେ କାଯ୍ୟକରୁଥିବା ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ l ଉଭୟଙ୍କର ଭିତରେ ସଂପର୍କ ଗଭୀର ହେଉଥିବା ବେଳେ ଏହାର ସୁଯୋଗ ନେଇ ଉମାଶଙ୍କର ତାଙ୍କର କିଛି ଦୁର୍ବଳ ମୁହୁର୍ତ ର ଫୋଟ ଉଠାଇଥିଲେ l ଯାହାକି ପରବର୍ତୀ ସମୟରେ ଉଭୟଙ୍କର ଭିତରେ ମୋନମlଳିନ୍ୟ ହୋଇକଥାବାର୍ତ୍ତା ବନ୍ଦ ହୋଇଯାଇ ଥିଲା ଏପରିକି ଯୁବତୀ ଜଣକ ଉମାଶଙ୍କରଙ୍କର ମୋବାଇଲ ନମ୍ବର ବି ଲକ ପକାଇଦେଇଥିଲେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଯୁବତୀଙ୍କର ଫେକ ଆଇଡି କରି ଅଶ୍ଳୀଳ ଫୋଟ ଛାଡିଦେଇଥିବାର ଯୁବତୀ ଜଣକ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଭବାନୀ ପ୍ରଧାନ ଜିଲ୍ଲା ଏସପିଙ୍କର ନିର୍ଦେଶ କ୍ରମେ ଯୁବକ ଙ୍କୁ ନିଜ ଘରୁ ଗିରିଫ କରି କୋର୍ଟ ଚାଲାଣ କରିଥିବା ବେଳେ ଯୁବକ ବି ଯୁବତୀ ଙ୍କ ଉପରେ ଅଭିଯୋଗ କରୁଛନ୍ତି ଯେ ସେ ଅନ୍ୟଯୁବକ ଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରି ତାଙ୍କୁ ପ୍ରତlରିତ କରିବା ଯୋଗୁଁ ସେ ପ୍ରତିଶୋଧ ନେଲେ l ଏ ଘଟଣା ଜିଲ୍ଲା ରେ ଚର୍ଚ୍ଚl ବିଷୟ ପାଲଟିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق