*ଭୁବନେଶ୍ବରରେ_ହେବ_ସ୍କିନ୍_ବ୍ୟାଙ୍କ
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍ ବ୍ୟାଙ୍କ.*
*-ଭୁବନେଶ୍ବର ଏମ୍ସ ପରିଦର୍ଶନ ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା*
*-ଗୁରୁତର ଭାବେ ପୋଡ଼ି ହୋଇଥିବା ରୋଗୀଙ୍କ ଚର୍ମ ପ୍ରତିରୋପଣ କରାଯିବ*
*-ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଦାତାଙ୍କ ଠାରୁ ଚର୍ମ ସଂଗ୍ରହ କରାଯିବ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment