BREAKING
Loading...
:

ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଚେନ୍

 *ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଚେନ୍।* 

 


ବ୍ରହ୍ମପୁର incometax  ଅଫିସ୍ ସମ୍ମୁଖରେ ଜଣେ ମହିଳା ସକାଳୁ ସକାଳୁ ମର୍ଣିଂ ୱାକରେ ଯାଉଥିବା ବେଳେ ଗଲାବେଳେ ଲୁଟିଲେ ଦୃର୍ବୁତ୍ତ। ବାଇକରେ ଦୁଇଜଣ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଚେନ। ଘଟଣା ସ୍ଥଳରେ ଗୋପାଳପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS