BREAKING
Loading...
:

ଆସନ୍ତା ୧୯ରେ ବିଜେଡି ସଭାପତି ନିର୍ବାଚନ

 -ଆସନ୍ତା ୧୯ରେ ବିଜେଡି ସଭାପତି ନିର୍ବାଚନ



-ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି ! 

-ପୁଣି ନବୀନ ସଭାପତି ନିର୍ବାଚିତ ହେବା ନିଶ୍ଚିତ !

-୧୯ ତାରିଖ ପରେ ଘୋଷଣା ହେବ ଜିଲ୍ଲା ସଭାପତିଙ୍କ ନାଁ

-ଦଳରେ ରାଜନୈତିକ ବ୍ୟାପାର କମିଟି ଗଢ଼ାଯିବ 

-ଏହି କମିଟିରେ ରହିବେ କିଛି ବରିଷ୍ଠ ନେତା

-ବିବାଦୀୟ ନେତା କମିଟିରେ ରହିବା ସମ୍ଭାବନା କମ

-ଦଳରେ ନମ୍ବର-୨ ନେଇ ନାଁ ଘୋଷଣା ହୋଇପାରେ

-ଏହି ରେସ୍‌ରେ ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS