*ଦଣ୍ଡନାଚରେ ଅଭିନୟ କରୁଥିବା କିନ୍ନରଙ୍କ ମୃତ୍ୟୁ*
ଗଞ୍ଜାମ ଦିଗପହଣ୍ଡି ଥାନା ଫାଶିଗୁଡ଼ା ଗାଁର ଘଟଣା
ଅଭିନୟ ପରେ ରାତିରେ ଏକ ଘରେ ବିଶ୍ରାମ ନେଇଥିଲେ
ଆଜି ସକାଳେ କିନ୍ନର ଅର୍ଚ୍ଚିତା ବିଷୋୟୀଙ୍କ ମୃତଦେହ ଉଦ୍ଧାର
ଆତ୍ମହତ୍ୟା ସନ୍ଦେହ, ଦିଗପହଣ୍ଡି ପୋଲିସର ତଦନ୍ତ ଆରମ୍ଭ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق