BREAKING
Loading...
:

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ଶୌଚାଳୟ ନିର୍ମାଣ କାର୍ଯ୍ୟ

 ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ଶୌଚାଳୟ ନିର୍ମାଣ କାର୍ଯ୍ୟ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପ୍ରଭୁ ଗିରି ହନୁମାନ ପିଠ ରେ ଏନ୍ଏ ସି ପକ୍ଷରୁ ଚାଲିଥିବା ଶୌଚାଳୟ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାରର ମନମୂଖି ରେ କାର୍ଯ୍ୟ କରୁଥିବା ଗୃହ ଟିରେ ବେବହୃତ ହେଉଥିବା ଗୋଡ଼ି, ସିମେଣ୍ଟ,ଙ୍କର୍କୀଟି, ବାଲି, ଲୁହା ଛଡ଼ ର ଭାଗ ମାପ କୁ ନିମ୍ନ ମାନର କାର୍ଯ୍ୟ କରାଯାଉଥିବାର ଜଣାପଡ଼ିଛି।୬ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମାଣଧୀନ ଗୃହ କାର୍ଯ୍ୟ ର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଏକ ମନମୂଖି କାର୍ଯ୍ୟ ହୋଇଥିବା ରୁ ଖଣ୍ଡପଡ଼ା ସହର ର ସମସ୍ତ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ପ୍ରଶାସନ ଓ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ରଖିଛନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS