BREAKING
Loading...
:

ସାମାଜିକ କର୍ମୀଙ୍କ ପରଲୋକ

 ସାମାଜିକ କର୍ମୀଙ୍କ ପରଲୋକ 


ଖଣ୍ଡପଡ଼ା ସହର ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ନିବେଦିତାଙ୍କ ସ୍ବାମୀ ହରପ୍ରସାଦ ମିଶ୍ରଙ୍କ ଗତକାଲି ମଧ୍ୟରାତ୍ରରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହତ୍ୟାଗ କରିଥିଲେ। ତାଙ୍କୁ ମାଁ ଉମାଦେବୀ ଶ୍ମସାନଘାଟରେ ତାଙ୍କର ଏକମାତ୍ର ପୁତ୍ର ବବୁଲ ମୁଖାଁଗ୍ନି ଦେଇ ଥିଲେ। ସେ ଜଣେ ଘରୋଇ ଶିକ୍ଷକ,ଈଲୋକର୍ଟି କାର୍ଯ୍ୟ ରେ ଦକ୍ଷତା ସହ ସମାଜ ସେବୀ ଜନପ୍ରିୟ ଭାବେ ପରିଚିତ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS